ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ
କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ସଦର ମହକୁମା ରେ ଥିବା ରାଜୀବ ଗାନ୍ଧୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ଗତ ୧୬ ତାରିଖ ରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାର ସମାପନ ଉତ୍ସବରେ ଅଧକ୍ଷ ଅଶ୍ୱିନୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ବିଜେଡି ବରିଷ୍ଠ ନେତା ଅଜୟ ଦାସ, ମୁଖ୍ୟ ବକ୍ତା ଭାବେ ଡ଼. ବ୍ରଜମୋହନ ମେହେର ପ୍ରମୁଖ ମଂଚାସୀନ ଥିଲେ।