ବିଶ୍ୱ ପଖାଳ ଦିବସରେ ମହ ମହ ବାସିଲା ପଖାଳ କଂସା

ବିଶ୍ବ ପଖାଳ ଦିବସରେ ମହ ମହ ବାସିଲା ପଖାଳ କଂସା। ଝୁମ୍ପୁଡିରୁ ଷ୍ଟାର ହୋଟେଲ, ସବୁଠି ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା। ନେତା-ସେଲିବ୍ରିଟି ବି ଖାଇଲେ ପଖାଳ, ଓଡ଼ିଶାବାସୀକୁ ଚାରିଆଡୁ ଶୁଭେଚ୍ଛା