ବିଷ ପିଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି, ହତ୍ୟା ଅଭିଯୋଗ ଆଣି ଝିଅ କହିଲେ…
କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ବଡ଼କୂଳ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ବୃଦ୍ଧ ଦମ୍ପତି ବିଷ ପିଇ ଜୀବନ ହାରିଦେଇଛନ୍ତି। ତେବେ ବୃଦ୍ଧାଙ୍କ ମୃତ୍ୟୁ ଗାଁରେ ହୋଇଥିବାବେଳେ ବୃଦ୍ଧଙ୍କ ମତ୍ୟୁ କଟକ ବଡ଼ ମେଡିକାଲରେ ହୋଇଛି। ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ପୁଅବୋହୂ ତାଙ୍କୁ ହତ୍ୟା କରିଥିବା ଝିଅ ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। The post ବିଷ ପିଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି, ହତ୍ୟା ଅଭିଯୋଗ ଆଣି ଝିଅ କହିଲେ… appeared first on Dharitri Odia News.
କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ବଡ଼କୂଳ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ବୃଦ୍ଧ ଦମ୍ପତି ବିଷ ପିଇ ଜୀବନ ହାରିଦେଇଛନ୍ତି। ତେବେ ବୃଦ୍ଧାଙ୍କ ମୃତ୍ୟୁ ଗାଁରେ ହୋଇଥିବାବେଳେ ବୃଦ୍ଧଙ୍କ ମତ୍ୟୁ କଟକ ବଡ଼ ମେଡିକାଲରେ ହୋଇଛି। ପାରିବାରିକ କଳହରୁ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ପୁଅବୋହୂ ତାଙ୍କୁ ହତ୍ୟା କରିଥିବା ଝିଅ ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
The post ବିଷ ପିଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି, ହତ୍ୟା ଅଭିଯୋଗ ଆଣି ଝିଅ କହିଲେ… appeared first on Dharitri Odia News.