ବିଷମକଟକ ବସଷ୍ଟାଣ୍ଡାରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡରେ ଜଳୁଛି ବସ। ହୁତୁ ହୁତୁ ହୋଇ ଜଳୁଛି ବସ। ଗୋଟିଏ ପରେ... The post ବିଷମକଟକ ବସଷ୍ଟାଣ୍ଡାରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍ appeared first on .

ବିଷମକଟକ ବସଷ୍ଟାଣ୍ଡାରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡରେ ଜଳୁଛି ବସ। ହୁତୁ ହୁତୁ ହୋଇ ଜଳୁଛି ବସ। ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କିଭଳି ନିଆଁ ଲାଗିଲା କାରଣ ଅସ୍ପଷ୍ଟ।

The post ବିଷମକଟକ ବସଷ୍ଟାଣ୍ଡାରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍ appeared first on .