ବିଷାକ୍ତ ସାପ କାମୁଡାରେ ସ୍ତ୍ରୀଙ୍କ ମୃତ୍ୟୁ, ସ୍ବାମୀ ଗୁରୁତର

ହିନ୍ଦୋଳ ୧୦।୭: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଅନ୍ତର୍ଗତ ୫ନଂ ୱାର୍ଡର ଧୂଣ୍ଡିନାଳୀ ସାହିର ଶିଶିର ବେହେରା ଏବଂ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା । ଫଳରେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ହିନ୍ଦୋଳ ମେଡିକାଲକୁ ନିଆଯାଇଥିଲା । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ । ବୁଧବାର ସକାଳେ ସ୍ତ୍ରୀ ପୁଷ୍ପଲତା ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଶିଶିର ବେହେରାଙ୍କୁ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି IYou Can Read:ବିଦ୍ୟୁତ ତାର ସଜାଡୁଥିବା ବେଳେ ଲାଗିଲା ଝଟ୍‌କା, ଚାଲିଗଲା ଯୁବକଙ୍କ ଜୀବନ

ବିଷାକ୍ତ ସାପ କାମୁଡାରେ ସ୍ତ୍ରୀଙ୍କ ମୃତ୍ୟୁ, ସ୍ବାମୀ ଗୁରୁତର

ହିନ୍ଦୋଳ ୧୦: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଅନ୍ତର୍ଗତ ୫ନଂ ୱାର୍ଡର ଧୂଣ୍ଡିନାଳୀ ସାହିର ଶିଶିର ବେହେରା ଏବଂ ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା ରାତିରେ ଘରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା । ଫଳରେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ହିନ୍ଦୋଳ ମେଡିକାଲକୁ ନିଆଯାଇଥିଲା । ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଇଥିଲେ । ବୁଧବାର ସକାଳେ ସ୍ତ୍ରୀ ପୁଷ୍ପଲତା ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଶିଶିର ବେହେରାଙ୍କୁ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I

You Can Read:

ବିଦ୍ୟୁତ ତାର ସଜାଡୁଥିବା ବେଳେ ଲାଗିଲା ଝଟ୍‌କା, ଚାଲିଗଲା ଯୁବକଙ୍କ ଜୀବନ