ବିସ୍କୁଟ କାରଖାନାରେ ଭୟାବହ ଇଗ୍ନିକାଣ୍ଡ, ସର୍ଟସର୍କିଟରୁ ଲାଗିଲା ନିଆଁ

କଟକ: ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। କାରଖାନାର ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି କଟକ ଜଗତସିଂହପୁରରେ । ତେବେ ଏବେ ସୁ୍ଦ୍ଧା କ୍ଷତକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ ।

ବିସ୍କୁଟ କାରଖାନାରେ ଭୟାବହ ଇଗ୍ନିକାଣ୍ଡ, ସର୍ଟସର୍କିଟରୁ ଲାଗିଲା ନିଆଁ

କଟକ: ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ। କାରଖାନାର ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି।

ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି କଟକ ଜଗତସିଂହପୁରରେ । ତେବେ ଏବେ ସୁ୍ଦ୍ଧା କ୍ଷତକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ ।