ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା

ପାଟନା,୧୩।୪:ବିହାର ରାଜନୀତିରେ ହଲଚଲ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡ଼ିଲେ ବଡ଼ ନେତା। ଲାଲୁ ଯାଦବଙ୍କୁ ଲାଗିଛି ବଡ଼ ଝଟ୍‌କା। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି। ଆଶଫାକ ଆରଜେଡିର ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ଏକ ଚିଠି ମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିଠିରେ ସେ ଲାଲୁ ଓ ଆରଜେଡି ବିରୋଧରେ ଗୁରୁତର […] The post ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା appeared first on Dharitri Odia News.

ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା

ପାଟନା,୧୩।୪:ବିହାର ରାଜନୀତିରେ ହଲଚଲ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡ଼ିଲେ ବଡ଼ ନେତା। ଲାଲୁ ଯାଦବଙ୍କୁ ଲାଗିଛି ବଡ଼ ଝଟ୍‌କା। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି। ଆଶଫାକ ଆରଜେଡିର ସଭାପତି ଲାଲୁ ପ୍ରସାଦ ଯାଦବଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏଥିସହ ସେ ଏକ ଚିଠି ମାଧ୍ୟମରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିଠିରେ ସେ ଲାଲୁ ଓ ଆରଜେଡି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, ଲାଲୁ ମୁସଲମାନଙ୍କୁ ଅଣଦେଖା କରିଛନ୍ତି। ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅଂଶ ଦେବା ଦୂରର କଥା, ସମ୍ମାନଜନକ ଭାବେ ଭାଗିଦାରୀ କରି ପାରି ନାହାନ୍ତି। RJD ତଥା ଲାଲୁଙ୍କ ସହ ରାଜନୀତି କରିବା ସମ୍ଭବପର ନୁହେଁ। ତେଣୁ ମୁଁ ଦଳରୁ ଇସ୍ତଫା ଦେଉଛି।

The post ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା appeared first on Dharitri Odia News.