ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ୬୫% ସଂରକ୍ଷଣ ନିଷ୍ପତି ଉପରେ ରୋକ
କନକ ବ୍ୟୁରୋ: ବିହାର ସରକାରଙ୍କୁ ଝଟକା । ରାଜ୍ୟରେ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନିଷିଦ୍ଧ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ନିକଟରେ ପାଟନା ହାଇକୋର୍ଟ ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତିକୁ ବାତିଲ କରିଥିଲେ ।ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନୀତୀଶ ସରକାର । ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା । ବିହାର ସରକାର ପଛୁଆ ବର୍ଗ, […] The post ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ୬୫% ସଂରକ୍ଷଣ ନିଷ୍ପତି ଉପରେ ରୋକ first appeared on Kanak News.

କନକ ବ୍ୟୁରୋ: ବିହାର ସରକାରଙ୍କୁ ଝଟକା । ରାଜ୍ୟରେ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନିଷିଦ୍ଧ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ନିକଟରେ ପାଟନା ହାଇକୋର୍ଟ ସଂରକ୍ଷଣ ବୃଦ୍ଧି ପାଇଁ ବିହାର ସରକାରଙ୍କ ନିଷ୍ପତିକୁ ବାତିଲ କରିଥିଲେ ।ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନୀତୀଶ ସରକାର । ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା । ବିହାର ସରକାର ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ୫୦ପ୍ରତିଶତରୁ ୬୫ ପ୍ରତିଶକୁ ବୃଦ୍ଧି କରିଥିଲେ ।ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ହାଇକୋର୍ଟ ବାତିଲ କରିଥିଲେ ।
The post ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା: ୬୫% ସଂରକ୍ଷଣ ନିଷ୍ପତି ଉପରେ ରୋକ first appeared on Kanak News.