ବୀର ଯବାନଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବାଇକ୍ ରାଲି
କେସିଙ୍ଗା,୨୧ା୫(ତୁମେଶ୍ବର ସାହୁ)- ଅପରେଶନ ସିନ୍ଦୂରର ସଫଳତା ପରେ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବୁଧବାର ବୋରିଙ୍ଗପଦର ଛକଠାରୁ କୁର୍ଲୁପଡା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବିଡ଼ିଓ ଜନ୍ମଜୟ ସ୍ବାଇଁ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ, ଭାଜପା ଟାଉନ ସଭାପତି ପିଙ୍କୁ ପରିଡା, ପୂର୍ବତନ ବିଜେଡି ସଭାପତି […] The post ବୀର ଯବାନଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବାଇକ୍ ରାଲି appeared first on Dharitri Odia News.
କେସିଙ୍ଗା,୨୧ା୫(ତୁମେଶ୍ବର ସାହୁ)- ଅପରେଶନ ସିନ୍ଦୂରର ସଫଳତା ପରେ ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବୁଧବାର ବୋରିଙ୍ଗପଦର ଛକଠାରୁ କୁର୍ଲୁପଡା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, ବିଡ଼ିଓ ଜନ୍ମଜୟ ସ୍ବାଇଁ, ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀୟ, ଭାଜପା ଟାଉନ ସଭାପତି ପିଙ୍କୁ ପରିଡା, ପୂର୍ବତନ ବିଜେଡି ସଭାପତି ରମେଶ ପଟ୍ଟନାୟକ, ଗୋବିନ୍ଦ ବନଛୋର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସମସ୍ତେ ହାତରେ ତ୍ରିରଙ୍ଗା ଧରି ଭାରତମାତାର ଜୟଗାନ କରିଥିଲେ।
The post ବୀର ଯବାନଙ୍କ ଉଦ୍ଦେଶ୍ୟରେ କେସିଙ୍ଗା ତ୍ରିରଙ୍ଗା ଯାତ୍ରା କମିଟି ପକ୍ଷରୁ ବାଇକ୍ ରାଲି appeared first on Dharitri Odia News.