ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ! CCTV ଫୁଟେଜ୍‌ରେ ଦୃଶ୍ୟ କଏଦ, ସୀମା ସିଲ୍‌ କଲା ପ୍ରଶାସନ

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଅଭିଯୋଗ। ସ୍ତ୍ରୀ ଓ ପ୍ରସୂତୀ ବିଭାଗରୁ ୨ ଦିନର ଶିଶୁପୁତ୍ର ଚୋରି ହୋଇଥିବା ସୂଚନା ମିଳିଛି। ଏହି ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିବା ଜଣାପଡ଼ିଛି। ଛତିଶଗଡର ଦମ୍ପତି ଶିଶୁ ଚୋରି ନେଇ ଅଭିଯୋଗ ଆଣିଛନ୍ତି। ଖବର ପାଇଁ ବୁର୍ଲା ପୋଲିସ ଛାନଭିନ ଆରମ୍ଭ କରିଛି। CCTV ଫୁଟେଜ୍‌ରେ ଚୋରି ଦୃଶ୍ୟ କଏଦ ହୋଇଛି। ବୁର୍ଲା ସୀମାକୁ ସିଲ୍‌ କରି ପୋଲିସ ଚେକିଂ କରୁଛି।

ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ! CCTV ଫୁଟେଜ୍‌ରେ ଦୃଶ୍ୟ କଏଦ, ସୀମା ସିଲ୍‌ କଲା ପ୍ରଶାସନ

ସମ୍ବଲପୁର : ବୁର୍ଲା ଭୀମସାରରୁ ଶିଶୁପୁତ୍ର ଚୋରି ଅଭିଯୋଗ। ସ୍ତ୍ରୀ ଓ ପ୍ରସୂତୀ ବିଭାଗରୁ ୨ ଦିନର ଶିଶୁପୁତ୍ର ଚୋରି ହୋଇଥିବା ସୂଚନା ମିଳିଛି। ଏହି ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିବା ଜଣାପଡ଼ିଛି। 

ଛତିଶଗଡର ଦମ୍ପତି ଶିଶୁ ଚୋରି ନେଇ ଅଭିଯୋଗ ଆଣିଛନ୍ତି। ଖବର ପାଇଁ ବୁର୍ଲା ପୋଲିସ ଛାନଭିନ ଆରମ୍ଭ କରିଛି। CCTV ଫୁଟେଜ୍‌ରେ ଚୋରି ଦୃଶ୍ୟ କଏଦ ହୋଇଛି। ବୁର୍ଲା ସୀମାକୁ ସିଲ୍‌ କରି ପୋଲିସ ଚେକିଂ କରୁଛି।