ବେଗୁନାଖମଣରେ ଘର ଭାଙ୍ଗିଲା ହାତୀ
ପାଟଣା : ପାଟଣା ବନାଞ୍ଚଳ ପାଟଣା ବନକ୍ଷେତ୍ର ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ଧରୁନଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣ ଗ୍ରାମରେ ପ୍ରବେଶ କରିଥିବା ହାତୀପଲ ମଧ୍ୟରେ ଗୋଟିଏ ହାତୀ ସନ୍ତୋଷ ପାତ୍ରଙ୍କ ଘର କାନ୍ଥ ଭାଙ୍ଗି ଦେଇଛି। ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଏହି ହାତୀପଲ ଏରେଣ୍ଡେଇ ଦେଇ ମଙ୍ଗଳପୁର ନିକଟରେ ସନ୍ଧ୍ୟାରେ ପହଞ୍ଚି ଥିବାବେଳେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରି ସର୍ଦ୍ଦାର ବନପାଳ […]

ପାଟଣା : ପାଟଣା ବନାଞ୍ଚଳ ପାଟଣା ବନକ୍ଷେତ୍ର ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନା ଧରୁନଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣ ଗ୍ରାମରେ ପ୍ରବେଶ କରିଥିବା ହାତୀପଲ ମଧ୍ୟରେ ଗୋଟିଏ ହାତୀ ସନ୍ତୋଷ ପାତ୍ରଙ୍କ ଘର କାନ୍ଥ ଭାଙ୍ଗି ଦେଇଛି। ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଏହି ହାତୀପଲ ଏରେଣ୍ଡେଇ ଦେଇ ମଙ୍ଗଳପୁର ନିକଟରେ ସନ୍ଧ୍ୟାରେ ପହଞ୍ଚି ଥିବାବେଳେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରି ସର୍ଦ୍ଦାର ବନପାଳ ପିଅନ ନାଏକ ଓ ପାରା କର୍ମଚାରୀ ମାନେ ଏହି ହାତୀପଲଙ୍କ ଉପରେ ନଜର ରଖିଛନ୍ତି।