ବୈତରଣୀ ମୁହାଣରେ ବୁଡିଲା ମାଛ ଧରା ଟ୍ରଲର: ଧାମରା ବନ୍ଦର ନିଗମରେ ବୁଡ଼ିଲା ଡଙ୍ଗା, ଥିଲେ ୧୦ରୁ ଅଧିକ ମତ୍ସ୍ୟଜୀବୀ

କନକ ବ୍ୟୁରୋ: ବୈତରଣୀ ମୁହାଁଣରେ ବୁଡ଼ିଲା ମାଛଧରା ଡଙ୍ଗା। ଅଳ୍ପକେ ବର୍ତ୍ତିଲେ ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟରେ ମାଛଧରା ଟ୍ରଲର ବୁଡି ଯାଇଛି। ଏଥିରେ ଥିବା ୧୦ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମେରାଇନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ସମୁଦ୍ରରୁ ଫେରିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡିଥିଲା ଟ୍ରଲର।