ବୈଶାଖୀ ବାଣିଜ୍ୟ ମେଳାରେ ପଡିଛି ବିଦେଶୀ ଷ୍ଟଲ, ଲାଗିଛି ଲୋକଙ୍କ ଭିଡ
କଟକ ୧୭।୦୩: କଟକର ଉପର ବାଲିଯାତ୍ରା ପଡିଆରେ ଚାଲିଛି ୨୦ ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ବାଣିଜ୍ୟ ମେଳାରେ ଅନେକ ପ୍ରକାରର ଷ୍ଟଲ୍ ଲାଗିଥିବା ବେଳେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଦେଶୀ ଷ୍ଟଲ୍। ପାଖାପାଖି ୧୦ ଟି ଦେଶର ବ୍ୟବସାୟୀ ମାନେ ଆସି ଏଠାରେ ବ୍ୟବସାୟ କରୁଥିବା ବେଳେ ଏଠାର କିଣିବା ପାଇଁ ଲୋକ ମାନଙ୍କର ଅଧିକ ଭିଡ ଜମିବାରେ ଲାଗିଛି। ଭିନ୍ନ ଭିନ୍ନ ଦେଶରୁ ଭିନ୍ନ ଭିନ୍ନ ସାମଗ୍ରୀ ଆଣି ବିକ୍ରି କରୁଛନ୍ତି ଦୋକାନମାଲିକ । ଯାହାକୁ ଦେଖିବାକୁ ଏବଂ କିଣିବାକୁ ଲାଗିଛି ଲୋକଙ୍କ ଭିଡ ।
କଟକ ୧୭।୦୩: କଟକର ଉପର ବାଲିଯାତ୍ରା ପଡିଆରେ ଚାଲିଛି ୨୦ ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ବାଣିଜ୍ୟ ମେଳାରେ ଅନେକ ପ୍ରକାରର ଷ୍ଟଲ୍ ଲାଗିଥିବା ବେଳେ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବିଦେଶୀ ଷ୍ଟଲ୍।

ପାଖାପାଖି ୧୦ ଟି ଦେଶର ବ୍ୟବସାୟୀ ମାନେ ଆସି ଏଠାରେ ବ୍ୟବସାୟ କରୁଥିବା ବେଳେ ଏଠାର କିଣିବା ପାଇଁ ଲୋକ ମାନଙ୍କର ଅଧିକ ଭିଡ ଜମିବାରେ ଲାଗିଛି। ଭିନ୍ନ ଭିନ୍ନ ଦେଶରୁ ଭିନ୍ନ ଭିନ୍ନ ସାମଗ୍ରୀ ଆଣି ବିକ୍ରି କରୁଛନ୍ତି ଦୋକାନମାଲିକ । ଯାହାକୁ ଦେଖିବାକୁ ଏବଂ କିଣିବାକୁ ଲାଗିଛି ଲୋକଙ୍କ ଭିଡ ।