ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ,ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ
ବୌଦ୍ଧ: ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ । ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ। ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ପ୍ରମୋଦ ପରିଡ଼ାକୁ ଧରିଲା STF। ପ୍ରମୋଦ ଠାରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଜବତ ୨ଟି ହାତୀ ଦାନ୍ତଙ୍କୁ ବୌଦ୍ଧ ACFଙ୍କୁ ହସ୍ତାନ୍ତର କରିଛି STF । Also read: ଗ୍ରାହକ ସାଜି ମାଡ଼ି […] The post ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ,ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ appeared first on KNews Odisha.

ବୌଦ୍ଧ: ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ । ହାତୀ ଦାନ୍ତ ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ। ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ପ୍ରମୋଦ ପରିଡ଼ାକୁ ଧରିଲା STF। ପ୍ରମୋଦ ଠାରୁ ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଜବତ ୨ଟି ହାତୀ ଦାନ୍ତଙ୍କୁ ବୌଦ୍ଧ ACFଙ୍କୁ ହସ୍ତାନ୍ତର କରିଛି STF ।
Also read: ଗ୍ରାହକ ସାଜି ମାଡ଼ି ବସିଲା ବନ ବିଭାଗ, ଦୁଇ ହାତୀ ଦାନ୍ତ ସହ ୩ ଗିରଫ
The post ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀ ଦାନ୍ତ ଜବତ,ଚୋରା ଚାଲାଣକାରୀକୁ ମାଡ଼ି ବସିଲା ଏସଟିଏଫ appeared first on KNews Odisha.