ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କର୍ମଚାରୀ ଙ୍କ ବିୟୋଗ।

ଗୋପାଳପୁର,୦୯/୧୦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର‌ ପୂର୍ବତନ କର୍ମଚାରୀ ତ୍ରିନାଥ ପାତ୍ର (୮୨) ଙ୍କ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମୋନାର୍କ ରୋଡ ସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ପାତ୍ର ଦୀର୍ଘ ବର୍ଷ ଧରି ଅସୁସ୍ଥ ରହି ଚିକିତ୍ସିତ ହୋଇ ଆସୁଥିଲେ।ଆଜି ମଧ୍ୟାହ୍ନ ୧୧ ଟା ବେଳେ ତାଙ୍କ ର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳବାସୀ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କର୍ମଚାରୀ ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାର […] The post ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କର୍ମଚାରୀ ଙ୍କ ବିୟୋଗ। appeared first on Odisha.News.

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କର୍ମଚାରୀ ଙ୍କ ବିୟୋଗ।

ଗୋପାଳପୁର,୦୯/୧୦
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର‌ ପୂର୍ବତନ କର୍ମଚାରୀ ତ୍ରିନାଥ ପାତ୍ର (୮୨) ଙ୍କ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମୋନାର୍କ ରୋଡ ସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ବର୍ଗତ ପାତ୍ର ଦୀର୍ଘ ବର୍ଷ ଧରି ଅସୁସ୍ଥ ରହି ଚିକିତ୍ସିତ ହୋଇ ଆସୁଥିଲେ।ଆଜି ମଧ୍ୟାହ୍ନ ୧୧ ଟା ବେଳେ ତାଙ୍କ ର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳବାସୀ ସମେତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର କର୍ମଚାରୀ ମାନେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାର କୁ ସ୍ବାନ୍ତନା ପ୍ରଦାନ କରିଥିଲେ। ମାଣ୍ଡିଆ ପଲ୍ଲୀ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ ପୁଅ ଲିଙ୍ଗରାଜ ପାତ୍ର ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ପାତ୍ର ଜଣେ ମିଷ୍ଟଭାଷୀ ସହ‌ ପରୋପକାରୀ ଭାବେ ବେଶ୍ ପରିଚିତି ରହିଥିଲେ। ମୃତ୍ୟୁ କୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି

The post ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପୂର୍ବତନ କର୍ମଚାରୀ ଙ୍କ ବିୟୋଗ। appeared first on Odisha.News.