ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ପକ୍ଷରୁ ଚଢ଼ଉ, ବେଆଇନ ପାନୀୟ ଜଳ ୟୁନିଟ, ଡାଲି ଓ ଅଟା ମିଲ୍‌ ସିଜ୍‌

ବ୍ରହ୍ମପୁର:  ବ୍ରହ୍ମପୁର ହରିଡ଼ାଖଣ୍ଡି ଓ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳରେ ବେଆଇନ ପାନୀୟ ଜଳ ୟୁନିଟ ଓ ଡାଲି, ଅଟା ମିଲ୍‌ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ପକ୍ଷରୁ ଚଢ଼ଉ। ବିନା ପଞ୍ଜିକରଣରେ ଚାଲୁଥିବା ୟୁନିଟ୍‌, ଟିଫିନ୍‌ ସେଣ୍ଟରକୁ ବନ୍ଦ କରାଯାଇଛି। ଏଠାରେ ଅପମିଶ୍ରଣ ଖାଦ୍ୟ ସହ ରଙ୍ଗ ମିଶା ଖାଦ୍ୟ ବିକ୍ରି କରୁଥିଲେ। ତିନୋଟି ୟୁନିଟରୁ ୭୨ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ପଞ୍ଜିକରଣ ପାଇଁ ଆବେଦନ କରିବାକୁ ଦେଲେ ପରାମର୍ଶ।

ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ପକ୍ଷରୁ ଚଢ଼ଉ, ବେଆଇନ ପାନୀୟ ଜଳ ୟୁନିଟ, ଡାଲି ଓ ଅଟା ମିଲ୍‌ ସିଜ୍‌

ବ୍ରହ୍ମପୁର:  ବ୍ରହ୍ମପୁର ହରିଡ଼ାଖଣ୍ଡି ଓ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳରେ ବେଆଇନ ପାନୀୟ ଜଳ ୟୁନିଟ ଓ ଡାଲି, ଅଟା ମିଲ୍‌ ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ପକ୍ଷରୁ ଚଢ଼ଉ। ବିନା ପଞ୍ଜିକରଣରେ ଚାଲୁଥିବା ୟୁନିଟ୍‌, ଟିଫିନ୍‌ ସେଣ୍ଟରକୁ ବନ୍ଦ କରାଯାଇଛି। 

ଏଠାରେ ଅପମିଶ୍ରଣ ଖାଦ୍ୟ ସହ ରଙ୍ଗ ମିଶା ଖାଦ୍ୟ ବିକ୍ରି କରୁଥିଲେ। ତିନୋଟି ୟୁନିଟରୁ ୭୨ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ପଞ୍ଜିକରଣ ପାଇଁ ଆବେଦନ କରିବାକୁ ଦେଲେ ପରାମର୍ଶ।