ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା ଏକ ଦୋକାନ ସହ ବିମାନଟି ଧକ୍କା ହୋଇଥିଲା। ଏହା ପ୍ରଥମେ ବିଲ୍ଡିଂର ଚିମିନିରେ ମାଡ଼ ହେବା ପରେ ଦ୍ୱିତୀୟ ମହଲାରେ ଧକ୍କା ହୋଇ ଆସବାବପତ୍ର ଷ୍ଟୋର ଉପରେ ଖସିପଡ଼ିଥିଲା। ଦୁର୍ଘଟଣା ପରେ ନିଆଁ ଲାଗି ଯାଇଥିଲା। ଶ୍ୱାସରୁଦ୍ଧ ହୋଇ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। The post ବ୍ରାଜିଲରେ ବିମାନ ଦୁର୍ଘଟଣା appeared first on Dharitri Odia News.

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ସହର କେନ୍ଦ୍ରସ୍ଥଳରେ ଥିବା ଏକ ଦୋକାନ ସହ ବିମାନଟି ଧକ୍କା ହୋଇଥିଲା। ଏହା ପ୍ରଥମେ ବିଲ୍ଡିଂର ଚିମିନିରେ ମାଡ଼ ହେବା ପରେ ଦ୍ୱିତୀୟ ମହଲାରେ ଧକ୍କା ହୋଇ ଆସବାବପତ୍ର ଷ୍ଟୋର ଉପରେ ଖସିପଡ଼ିଥିଲା। ଦୁର୍ଘଟଣା ପରେ ନିଆଁ ଲାଗି ଯାଇଥିଲା। ଶ୍ୱାସରୁଦ୍ଧ ହୋଇ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ବ୍ରାଜିଲରେ ବିମାନ ଦୁର୍ଘଟଣା appeared first on Dharitri Odia News.