ବ୍ରିଜ୍‌ ଉପରେ ନାଲି ସ୍କୁଟି-ଚପଲ, ନଦୀକୁ କିଏ ଡେଇଁଛି ନା ଆଉ କଣ ?

କଟକ ୩୧।୦୭ : ବ୍ରିଜ୍‌ ଉପରେ ନାଲି ସ୍କୁଟି.. ଆଉ ପାଖରେ ପଡିଛି ଚପଲ । ନଦୀକୁ କିଏ ଡେଇଁଛି । ନା ବ୍ରିଜ୍‌ ଉପରେ କିଏ ରଖିକି କେଉଁଆଡେ ଚାଲିଯାଇଛି । ସ୍କୁଟି ପାଖରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ଆରମ୍ଭ କରୁଛି ଛାନ୍‌ଭିନ୍‌ । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ କଟକ ସୁବାସ ସେତୁ ଉପରେ ଏକ ସ୍କୁଟି ଥୁଆ ହୋଇଥିବାର ଦେଖିବାକୁ ମିଳିଥିଲା । ଆଉ ସ୍କୁଟି ପାଖରେ ଏକ ଚପଲ ରହିଛି । ହେଲେ କିଏ ଏମିତି କରିଛି । ନଦୀକୁ କିଏ ଡେଇଁଛି .. ନା ଆଉ କଣ । ସେପଟେ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥିବା ଖବର ତୁରନ୍ତ ପୋଲିସକୁ ଦେଇଥିଲେ ସ୍ଥାନୀୟଲୋକେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ସ୍କୁଟି କାହାର ବୋଲି ଜଣାପଡିନାହିଁ । କି ନଦୀକୁ କିଏ ଡେଇଁଛ ନା ଆଉ କଣ । ତା ବିଷୟରେ କୌଣସି ସ୍ପଷ୍ଟ ସୂଚନା  ମିଳିନାହିଁ । ଯଦି ବି କେହି ନଦୀକୁ ଡେଇଁଛି । ତେବେ କାହିଁକି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।   

ବ୍ରିଜ୍‌ ଉପରେ ନାଲି ସ୍କୁଟି-ଚପଲ, ନଦୀକୁ କିଏ ଡେଇଁଛି ନା ଆଉ କଣ ?

କଟକ ୩୧।୦୭ : ବ୍ରିଜ୍‌ ଉପରେ ନାଲି ସ୍କୁଟି.. ଆଉ ପାଖରେ ପଡିଛି ଚପଲ । ନଦୀକୁ କିଏ ଡେଇଁଛି । ନା ବ୍ରିଜ୍‌ ଉପରେ କିଏ ରଖିକି କେଉଁଆଡେ ଚାଲିଯାଇଛି । ସ୍କୁଟି ପାଖରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚି ଆରମ୍ଭ କରୁଛି ଛାନ୍‌ଭିନ୍‌ । 

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ କଟକ ସୁବାସ ସେତୁ ଉପରେ ଏକ ସ୍କୁଟି ଥୁଆ ହୋଇଥିବାର ଦେଖିବାକୁ ମିଳିଥିଲା । ଆଉ ସ୍କୁଟି ପାଖରେ ଏକ ଚପଲ ରହିଛି । ହେଲେ କିଏ ଏମିତି କରିଛି । ନଦୀକୁ କିଏ ଡେଇଁଛି .. ନା ଆଉ କଣ । ସେପଟେ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥିବା ଖବର ତୁରନ୍ତ ପୋଲିସକୁ ଦେଇଥିଲେ ସ୍ଥାନୀୟଲୋକେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ସ୍କୁଟି କାହାର ବୋଲି ଜଣାପଡିନାହିଁ । କି ନଦୀକୁ କିଏ ଡେଇଁଛ ନା ଆଉ କଣ । ତା ବିଷୟରେ କୌଣସି ସ୍ପଷ୍ଟ ସୂଚନା  ମିଳିନାହିଁ । ଯଦି ବି କେହି ନଦୀକୁ ଡେଇଁଛି । ତେବେ କାହିଁକି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।