ବ୍ରେକ୍‌ ଅପ୍‌ ପରେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ନଜର ଆସିଲେ ମଲାଇକା, ବୁଲିଲେ ଚିଲ୍‌ ମୋଡରେ...

ମ୍ୱାଇ ୦୧/୦୬: ଅର୍ଜୁନ୍‌ କପ୍ପୁରଙ୍କୁ ଲାଗିବାକୁ ଯାଉଛି ଶକ୍ତ ଝଟ୍‌କା । କାରଣ ତଥାକଥିତ ଗର୍ଲଫ୍ରେଣ୍ଡ ମଲାଇକା ଏବେ ନୂଆ ପୁରୁଷ ବନ୍ଧୁଙ୍କ ସହ ବୁଲୁଛନ୍ତି । ଭାଇରାଲ ହେବାରେ ଲାଗିଛି ଫଟୋ । ତେବେ କାହା ସଂଗେ ବୁଲୁଛନ୍ତି ମଲାଇକା ଜାଣିଛନ୍ତି ସେ କିଏ ? କହିବାକୁ ଗଲେ ଫେସନ କୁଇନ୍ ମଲାଇକା ଅରୋଡା ଏବଂ ଅର୍ଜୁନ କପ୍ପୁରଙ୍କ ବ୍ରେକ୍‌ ଅପ୍‌ ଏବେ ସାରା ବି-ଟାଉନରେ ଚର୍ଚ୍ଚା । ଗତ କିଛି ଦିନ ହେବ ରିଲେସନକୁ ନେଇ ଅନେକ ଗସିପ୍ ହେଉଛି । ଏହା ଜଣା ପଡିବା ପରେ ଫ୍ୟାନ୍ସ୍‌ଙ୍କୁ ଝଟ୍‌କା ଲାଗିଛି । କାରମ ଦୁହେଁ ଲମ୍ୱା ସମୟ ଧରି ରିଲେସନରେ ଥିଲେ । ତେବେ ନିକଟରେ ତାଙ୍କ ବ୍ରେକ୍‌ ଅପ୍‌ ନେଇ ଖବର ସାମ୍ନାକୁ ଆସିଛି । ତାଙ୍କ ପୂର୍ବତନ ମ୍ୟାନେଜର ଏନେଇ କନଫର୍ମ କରିଛନ୍ତି । ତେବେ ଅର୍ଜୁନଙ୍କ ସହ ବ୍ରେକ୍‌ ଅପ୍‌ ପରେ ଏବେ ସେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ବୁଲୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଓ ଭିଡିୋ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ମଲାଇକାଙ୍କ ସହ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଗସିପ୍ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସ ପୋଜ୍ ଦେଉଛନ୍ତି । କହିବାକୁ ଗଲେ ଆଲେକଜାଣ୍ଡରଙ୍କ ସହ ଅନେକ ଅଭିନେତ୍ରୀଙ୍କ ନା ଚର୍ଚ୍ଚା ହୁଏ । ଦିଶା ପଟାନୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ଗସିପ୍ ହେଉଥିଲା । ଏହାସହ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶାଙ୍କ ସହ ରିଲୋସନକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ଲିଷ୍

ବ୍ରେକ୍‌ ଅପ୍‌ ପରେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ନଜର ଆସିଲେ ମଲାଇକା, ବୁଲିଲେ ଚିଲ୍‌ ମୋଡରେ...

ମ୍ୱାଇ ୦୧/୦୬: ଅର୍ଜୁନ୍‌ କପ୍ପୁରଙ୍କୁ ଲାଗିବାକୁ ଯାଉଛି ଶକ୍ତ ଝଟ୍‌କା । କାରଣ ତଥାକଥିତ ଗର୍ଲଫ୍ରେଣ୍ଡ ମଲାଇକା ଏବେ ନୂଆ ପୁରୁଷ ବନ୍ଧୁଙ୍କ ସହ ବୁଲୁଛନ୍ତି । ଭାଇରାଲ ହେବାରେ ଲାଗିଛି ଫଟୋ । ତେବେ କାହା ସଂଗେ ବୁଲୁଛନ୍ତି ମଲାଇକା ଜାଣିଛନ୍ତି ସେ କିଏ ? 

କହିବାକୁ ଗଲେ ଫେସନ କୁଇନ୍ ମଲାଇକା ଅରୋଡା ଏବଂ ଅର୍ଜୁନ କପ୍ପୁରଙ୍କ ବ୍ରେକ୍‌ ଅପ୍‌ ଏବେ ସାରା ବି-ଟାଉନରେ ଚର୍ଚ୍ଚା । ଗତ କିଛି ଦିନ ହେବ ରିଲେସନକୁ ନେଇ ଅନେକ ଗସିପ୍ ହେଉଛି । ଏହା ଜଣା ପଡିବା ପରେ ଫ୍ୟାନ୍ସ୍‌ଙ୍କୁ ଝଟ୍‌କା ଲାଗିଛି । କାରମ ଦୁହେଁ ଲମ୍ୱା ସମୟ ଧରି ରିଲେସନରେ ଥିଲେ । 

ତେବେ ନିକଟରେ ତାଙ୍କ ବ୍ରେକ୍‌ ଅପ୍‌ ନେଇ ଖବର ସାମ୍ନାକୁ ଆସିଛି । ତାଙ୍କ ପୂର୍ବତନ ମ୍ୟାନେଜର ଏନେଇ କନଫର୍ମ କରିଛନ୍ତି । ତେବେ ଅର୍ଜୁନଙ୍କ ସହ ବ୍ରେକ୍‌ ଅପ୍‌ ପରେ ଏବେ ସେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ବୁଲୁଥିବା ନଜର ଆସିଛନ୍ତି । ଯାହାର ଫଟୋ ଓ ଭିଡିୋ ଭାଇରାଲ ହେବାରେ ଲାଗିଛି । 

ଭାଇରାଲ ଫଟୋରେ ମଲାଇକାଙ୍କ ସହ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଗସିପ୍ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସ ପୋଜ୍ ଦେଉଛନ୍ତି । କହିବାକୁ ଗଲେ ଆଲେକଜାଣ୍ଡରଙ୍କ ସହ ଅନେକ ଅଭିନେତ୍ରୀଙ୍କ ନା ଚର୍ଚ୍ଚା ହୁଏ । ଦିଶା ପଟାନୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ ଗସିପ୍ ହେଉଥିଲା । ଏହାସହ ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶାଙ୍କ ସହ ରିଲୋସନକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ଲିଷ୍ଟରେ ଯୋଡି ହୋଇଛନ୍ତି ମଲାିଇକା ।