ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ: ୧୪ରେ ଭୋଟ ଗଣତି
ପାଟଣା,୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଜାନୁଆରୀ ୪ ତାରିଖରରେ ଅନାସ୍ଥା ପ୍ରସ୍ତାବପାଇଁ ବ୍ଲକ ସଭାଗୃହରେ ଭୋଟ ହୋଇଥିଲା। ୩୫ଜଣ ସଭ୍ୟ ଭୋଟ କେନ୍ଦ୍ରକୁ ଆସିଥିବା ବେଳେ ୩୪ ଜଣ ବୋଟ ଦେଇଥିଲେ। ଆସନ୍ତା ୧୪ ତାରିଖ ଭୋଟ ଗଣତି ହେବ ବୋଲି ଉପଜିଲାପାଳ ଉମାଶଙ୍କର ଦଳେଇ ନୋଟିସ ଦେଇଛନ୍ତି। ପ୍ରକାଶ ଯେ, ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ରେଭୋଟ ଗଣତିକୁ ସ୍ଥଗିତ ରଖା ଯାଇଥିଲା। ଏହି ମାମଲାର […] The post ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ: ୧୪ରେ ଭୋଟ ଗଣତି appeared first on Dharitri Odia News.
ପାଟଣା,୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଜାନୁଆରୀ ୪ ତାରିଖରରେ ଅନାସ୍ଥା ପ୍ରସ୍ତାବପାଇଁ ବ୍ଲକ ସଭାଗୃହରେ ଭୋଟ ହୋଇଥିଲା। ୩୫ଜଣ ସଭ୍ୟ ଭୋଟ କେନ୍ଦ୍ରକୁ ଆସିଥିବା ବେଳେ ୩୪ ଜଣ ବୋଟ ଦେଇଥିଲେ। ଆସନ୍ତା ୧୪ ତାରିଖ ଭୋଟ ଗଣତି ହେବ ବୋଲି ଉପଜିଲାପାଳ ଉମାଶଙ୍କର ଦଳେଇ ନୋଟିସ ଦେଇଛନ୍ତି।
ପ୍ରକାଶ ଯେ, ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ରେଭୋଟ ଗଣତିକୁ ସ୍ଥଗିତ ରଖା ଯାଇଥିଲା। ଏହି ମାମଲାର ଶୁଣାଣିକରି ଉଚ୍ଚ ନ୍ୟାୟଳୟ ଗଣତି ପାଇଁ ନିର୍ଦ୍ଦେଶ ଦେବାପରେ ଉପ ଜିଲାପାଳ ଉମାଶଙ୍କର ଦଳେଇ ସୋମବାର ଗଣତି ପାଇଁ ନୋଟିସ ଜାରି କରିଛନ୍ତି ।
The post ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ: ୧୪ରେ ଭୋଟ ଗଣତି appeared first on Dharitri Odia News.