ବ୍ୟବସାୟୀଙ୍କ ଘର ଉପରେ ବୋମାମାଡ ; ଘଟଣାସ୍ଥଳରେ ସଦର ପୋଲିସର ତଦନ୍ତ
କନକ ବ୍ୟୁରୋ: କଟକରେ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼। କଟକ ସଦର ଥାନା ଶୁଭଦ୍ରାପୁରରେ ବୋମାମାଡ଼। ଜଣେ ବାଉଁଶ ବ୍ୟବସ୍ୟାୟୀଙ୍କ ଘର ଉପରକୁ ବୋମା ମାଡ଼ କରି ଦୁର୍ଵୁତ୍ତ ଫେରାର ହୋଇଯାଇଛନ୍ତି। ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।