ବ୍ୟାଗ ଭିତରେ ବୋମା

ବ୍ୟାଗ_ଭିତରେ_ବୋମା ରାସ୍ତାକଡ଼ରେ ପଡ଼ିଥିଲା ବ୍ୟାଗ୍ । ଆଉ ବ୍ୟାଗ୍ ଭିତରୁ ବାହାରିଲା ବୋମା  । ପିପିଲି ଟୋଲ ପ୍ଲାଜ଼ା ନିକଟ ଓରକଳ ଗାଁ ରାସ୍ତାକଡ଼ରୁ ଏକ ବୋମା ଭର୍ତ୍ତି ବ୍ୟାଗ ଜବତ କରାଯାଇଛି। ପିପିଲି ପୋଲିସ ଘଟଣାର ତଦନ୍ତ କରୁଛି।  

ବ୍ୟାଗ ଭିତରେ ବୋମା
Array