ବ୍ୟାଙ୍କରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କରେ ଲାଗିଲା ନିଆଁ। ଜଗତସିଂହପୁରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଗାବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ... The post ବ୍ୟାଙ୍କରେ ଲାଗିଲା ନିଆଁ appeared first on .

ବ୍ୟାଙ୍କରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ: ବ୍ୟାଙ୍କରେ ଲାଗିଲା ନିଆଁ। ଜଗତସିଂହପୁରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଦୁର୍ଗାବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଲାଗିଛି ଏହି ନିଆଁ। ଖବର ପାଇ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମବାହିନୀ ଟିମ। ନିଆଁ ଲିଭାଇବାକୁ ଦୁଇଟି ଫାୟାର ଟିମ ନିୟୋଜିତ ହୋଇଛନ୍ତି। ବ୍ୟାଙ୍କ ଭିତରୁ ପ୍ରବଳ ଧୂଆଁ ବାହାରୁଛି। ଘଟଣାସ୍ଥଳରେ ପୋଲିସ ଟିମ ଉପସ୍ଥିତ ଅଛନ୍ତି। ତେବେ କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ ରହିଛି।

The post ବ୍ୟାଙ୍କରେ ଲାଗିଲା ନିଆଁ appeared first on .