ବ୍ୟାପିଲା ଝାଡ଼ାବାନ୍ତି , ଗୁରୁବାର ସକାଳ ସୁଦ୍ଧା ଧର୍ମଶାଳାରେ ୬୮ ରୋଗୀ
ଧର୍ମଶାଳା,୧୨।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାର ଦିନ ଠାରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ୯୩ଜଣ ବୁଧବାର ୫୮ଜଣ ମୋଟ ବୁଧବାର ସଂଧ୍ୟା ସୁଦ୍ଧା ୧୫୧ଜଣ ରୁ ଅଧିକ ଚିକିତ୍ସିତ ହୋଇଥିବାବେଳେ ଗୁରୁବାର ସକାଳ ସୁଦ୍ଧା ୬୮ ଜଣ ରୋଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେଥିମଧ୍ୟରୁ ୨୩ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ୩ ଜଣଙ୍କୁ […] The post ବ୍ୟାପିଲା ଝାଡ଼ାବାନ୍ତି , ଗୁରୁବାର ସକାଳ ସୁଦ୍ଧା ଧର୍ମଶାଳାରେ ୬୮ ରୋଗୀ appeared first on Dharitri Odia News.
ଧର୍ମଶାଳା,୧୨।୬(ଶିବପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ମଙ୍ଗଳବାର ଦିନ ଠାରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଲୋକେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ୯୩ଜଣ ବୁଧବାର ୫୮ଜଣ ମୋଟ ବୁଧବାର ସଂଧ୍ୟା ସୁଦ୍ଧା ୧୫୧ଜଣ ରୁ ଅଧିକ ଚିକିତ୍ସିତ ହୋଇଥିବାବେଳେ ଗୁରୁବାର ସକାଳ ସୁଦ୍ଧା ୬୮ ଜଣ ରୋଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସେଥିମଧ୍ୟରୁ ୨୩ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ୩ ଜଣଙ୍କୁ ଅନ୍ୟ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି। ସକାଳୁ ଜିଲାରେ ଆଉ ୨ ଜଣଙ୍କ ମତ୍ୟୁ ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି।
The post ବ୍ୟାପିଲା ଝାଡ଼ାବାନ୍ତି , ଗୁରୁବାର ସକାଳ ସୁଦ୍ଧା ଧର୍ମଶାଳାରେ ୬୮ ରୋଗୀ appeared first on Dharitri Odia News.