ବ୍ୟାପୁଛି ହଇଜା, ଚାଟ୍ ଗୁପଚୁପ୍ ଦୋକାନ ବନ୍ଦ ନିର୍ଦ୍ଦେଶ

ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ସେଠାରେ ସମସ୍ତ ଚାଟ୍, ଗୁପଚୁପ୍ ଦୋକାନ ସମେତ, ହୋଟେଲ୍, ଫାଷ୍ଟଫୁଡ୍ ଏପରିକି ଆଇସ୍କ୍ରିମ୍ ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ୟାପୁଛି ହଇଜା, ଚାଟ୍ ଗୁପଚୁପ୍ ଦୋକାନ ବନ୍ଦ ନିର୍ଦ୍ଦେଶ
Array