ବଡ଼ ଭଉଣୀ ବାହାଘରରେ ଉଠିଲା ସାନ ଭଉଣୀର କୋକେଇ
ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍ ଘଟିଗଲା ଅଘଟଣ । ବଡ଼ ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ ।
ଆସୁଥିଲା ବର... କନ୍ୟାଘର ଥିଲା ଉତ୍ସବମୁଖର । ହଠାତ୍ ଘଟିଗଲା ଅଘଟଣ । ଚାହୁଁଚାହୁଁ ସବୁ କିଛି ହୋଇଗଲା ଓଲଟପାଲଟ । ଭଉଣୀ ମଥାରେ ସିନ୍ଦୂର ଲାଗିବା ପୂର୍ବରୁ ଉଠିଲା ସାନ ଭଉଣୀର କୋକେଇ । ସବୁ ଖୁସି ନିମିଶକରେ ମିଳେଇଗଲା... କାନ୍ଦ ବୋବାଳିରେ ଫାଟିପଡ଼ିଲା ପୂରା ପରିବାର ।