ବଡ଼ଚଣା ସମୀକରଣ ସଜାଡ଼ିବାକୁ ଶଙ୍ଖଭବନରେ ବଡ଼ କସରତ୍

ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଯାଜପୁର ସାଂସଦଙ୍କ ଉପସ୍ଥିତିରେ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଦାବିଦାର ଥିବା ଆଶାୟୀ ରାଜନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କୁ ଗୋଟିଏ ମଂଚରେ ବସାଇ ଆଲୋଚନା ହୋଇଛି।

ବଡ଼ଚଣା ସମୀକରଣ ସଜାଡ଼ିବାକୁ ଶଙ୍ଖଭବନରେ ବଡ଼ କସରତ୍

ବଡ଼ଚଣା ସମୀକରଣ ସଜାଡ଼ିବାକୁ ଶଙ୍ଖଭବନରେ ବଡ଼ କସରତ୍ । ଅସନ୍ତୋଷ ଓ ଅନ୍ତର୍କନ୍ଦଳକୁ ମ୍ୟାନେଜ୍ ପାଇଁ ପ୍ରୟାସ । ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରି ଶାସକ ଦଳ ଯେଉଁ ସରପ୍ରାଇଜ୍ କାର୍ଡ ଖେଳିଥିଲା, ତାକୁ ନେଇ ଅସନ୍ତୋଷ ବଢ଼ିବା ପରେ ତାର ପ୍ରଶମନ ପାଇଁ ଚାଲିଥିଲା ଉଦ୍ୟମ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଯାଜପୁର ସାଂସଦଙ୍କ ଉପସ୍ଥିତିରେ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଦାବିଦାର ଥିବା ଆଶାୟୀ ରାଜନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କୁ ଗୋଟିଏ ମଂଚରେ ବସାଇ ଆଲୋଚନା ହୋଇଛି।