ବଢ଼ିଲା ଅନୀଲ ଅମ୍ବାନୀଙ୍କ ଅଡୁଆ

ବଢ଼ିଲା ଅନୀଲ ଅମ୍ବାନୀଙ୍କ ଅଡୁଆ। ଇଡି ସମ୍ମୁଖରେ ହେବେ ଜେରା। ଟଙ୍କା ହେରଫେର ମାମଲାରେ ମିଳିଛି ସମନ। ଅଗଷ୍ଟ ୫ରେ ହେବ ପଚରାଉଚରା ୧୭ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି।

ବଢ଼ିଲା ଅନୀଲ ଅମ୍ବାନୀଙ୍କ ଅଡୁଆ
Array