ବଢ଼ିଲାଣି ବାର୍ଡ ଫ୍ଲୁ ଭୟ, ଏକାଥରେ ମଲେଣି ୩ହଜାର କୁକୁଡ଼ା

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଡେଲାଙ୍ଗ ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ା ମରିଛନ୍ତି । ଭେଟେରିନାରୀ ବିଭାଗ ନମୁନା ସଂଗ୍ରହ କରିଛି । ଜନସ୍ୱାସ୍ଥ୍ୟ ଟିମ ଡେଲାଙ୍ଗରେ ବୁଲୁଛନ୍ତି ।

ବଢ଼ିଲାଣି ବାର୍ଡ ଫ୍ଲୁ ଭୟ, ଏକାଥରେ ମଲେଣି ୩ହଜାର କୁକୁଡ଼ା
Array