ଭଉଣୀକୁ ପାରାଲିଲିସ୍, ବୃଦ୍ଧାଶ୍ରମରେ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ

ବୃଦ୍ଧାଶ୍ରମରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ। ଭଉଣୀକୁ ପାରାଲିଲିସ୍, କିନ୍ତୁ ଭାଇ ସବୁ ଜିନିଷ ଆଣିଛି ନିଜ ସାଙ୍ଗରେ।

ଭଉଣୀକୁ ପାରାଲିଲିସ୍, ବୃଦ୍ଧାଶ୍ରମରେ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ

ବୃଦ୍ଧାଶ୍ରମରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାକୁ ଆସିଛି ଭାଇ। ଭଉଣୀକୁ ପାରାଲିଲିସ୍, କିନ୍ତୁ ଭାଇ ସବୁ ଜିନିଷ ଆଣିଛି ନିଜ ସାଙ୍ଗରେ। ଦେଖୁନାହାନ୍ତି ରାକ୍ଷୀ, ମିଠା, ଫୁଲ, ଚନ୍ଦନ ସବୁ ଗୋଟିଏ ଥାଳିରେ ନିଜେ ସଜାଡି ଭଉଣୀ ପାଖରେ ପହଞ୍ଚିଛି। ରାକ୍ଷୀ ବାନ୍ଧି ଦୁହେଁ ପରସ୍ପରକୁ ମିଠା ଖୁଆଉଛନ୍ତି। ଆଖିରୁ ଲୁହ ଝରି ଆସିଲେ ବି ଦୁହେଁ ଦୁହିଁଙ୍କ ଲୁହ ପୋଛି ଦେଉଛନ୍ତି। ଦେଖନ୍ତୁ ଏ ନିଆରା ରାକ୍ଷୀ ପୂର୍ଣ୍ଣିମା ।