ଭଙ୍ଗା ହେବ ଜଗନଙ୍କ 500 କୋଟିର ଆଲିଶାନ କୋଠା !
ରୁଷିକୋଣ୍ଡାହିଲ ପ୍ୟାଲେସ। ଏହି ଘରକୁ ନେଇ ସାରା ଦେଶରେ ଚର୍ଚ୍ଚା । 5 ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ୟାଲେସରେ ରହିଛି ଆଖି ଖୋସି ହୋଇଗଲା ଭଳି ସାଜସଜ୍ଜା। ବାହାରେ ଯେମିତି ଚକାଚକ ଭିତରେ ବି ସେମିତି ମନଲୋଭା ଇଣ୍ଟେରିୟର।