ଭଜନ ଗାଇଲେ ଶ୍ରୀଚରଣ, ନାଚିଲେ ଭୂଷଣ୍ଡପୂର୍ ଭକ୍ତ। Jagannath mahotsav concludes in Bhusandapur, khordha.

ଭଜନ ଗାଇଲେ ଶ୍ରୀଚରଣ, ନାଚିଲେ ଭୂଷଣ୍ଡପୂର୍ ଭକ୍ତ। ଦୀର୍ଘ ସପ୍ତାହେ ବ୍ୟାପୀ ଗହଳ ଚହଳରେ ଫାଟି ପଡୁଥିବା ଭୂଷଣ୍ଡପୁର ଦୋଳ ପଦିଆ ରେ ଶେଷ ରାତିରେ ଜମିଥିଲା ହଜାର ହଜାର ଭକ୍ତଙ୍କର ଭିଡ଼.. ଓଡ଼ିଆ ମାନଙ୍କର ପ୍ରାଣର ଠାକୁର କାଳିଆ ସାଆନ୍ତ ଙ୍କ