ଭଦ୍ରକ, ଆନନ୍ଦପୁର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୩।୩: ଭଦ୍ରକ, ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇ ଲୋକେ ଘରୁ ବାହାରି ପଳାଇ ଆସିଛନ୍ତି। କେଉଁ କାରଣ ପାଇଁ ଏପରି ଶବ୍ଦ ହେଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। The post ଭଦ୍ରକ, ଆନନ୍ଦପୁର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ appeared first on Dharitri Odia News.

ଭଦ୍ରକ, ଆନନ୍ଦପୁର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୩।୩: ଭଦ୍ରକ, ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ।
ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇ ଲୋକେ ଘରୁ ବାହାରି ପଳାଇ ଆସିଛନ୍ତି। କେଉଁ କାରଣ ପାଇଁ ଏପରି ଶବ୍ଦ ହେଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

The post ଭଦ୍ରକ, ଆନନ୍ଦପୁର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ appeared first on Dharitri Odia News.