ଭଦ୍ରକ ଧୁଷୁରୀ ବଜାରରେ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ନିଆଁ
ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଧୁଷୁରୀ ବଜାରରେ ଥିବା ଏକ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ... The post ଭଦ୍ରକ ଧୁଷୁରୀ ବଜାରରେ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ନିଆଁ appeared first on .
ନନ୍ଦିଘୋଷ ବ୍ୟୁରୋ: ଭଦ୍ରକ ଧୁଷୁରୀ ବଜାରରେ ଥିବା ଏକ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଇଲେକଟ୍ରୋନିକ୍ସ ସାମଗ୍ରୀ, ଟିଭି, ଫ୍ରିଜ, ଏସି ଆଦି ଜଳିଯାଇଛି। ନିଆଁ ଲିଭାଇବା ପାଇଁ ଧାମ ନଗରରୁ ୨ଟି ଅଗ୍ନିଶମ ଗାଡ଼ି ଆସିଥିଲା। କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, ଦୋକାନର ସବୁ ସାମଗ୍ରୀ ଜଳି ଯାଇଛି। ନିଆଁ କିପରି ଲାଗିଲା ସ୍ପଟ ହୋଇନାହିଁ। ସଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।
The post ଭଦ୍ରକ ଧୁଷୁରୀ ବଜାରରେ ଇଲେଟ୍ରୋନିକ୍ସ ଦୋକାନରେ ଭୟଙ୍କର ନିଆଁ appeared first on .