ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ
ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ ଏବଂ ଏହାର ଦୁଇ ଘଣ୍ଟା ବ୍ୟବଧାନରେ ଭାଇର ମୃତ୍ୟୁ ଖବର ଶୁଣି ଭଉଣୀ ନିଜର ଜୀବନ ହାରିଛନ୍ତି। ଏହି ଦୁଃଖଦ ଘଟଣା ଭଦ୍ରକ ଧୁସୁରୀ ଗ୍ରାମରେ ଘଟିଛି। ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ସମ୍ପର୍କୀୟ ଭଉଣୀ ଆତ୍ମହତ୍ୟା କରିଥିବା ବେଳେ ପୁଅର ମୃତଦେହକୁ ଶବଦାହ କରାଯାଇ ନାହିଁ। କିଛି ଘଣ୍ଟା […] The post ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ appeared first on Dharitri Odia News.
ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ ଏବଂ ଏହାର ଦୁଇ ଘଣ୍ଟା ବ୍ୟବଧାନରେ ଭାଇର ମୃତ୍ୟୁ ଖବର ଶୁଣି ଭଉଣୀ ନିଜର ଜୀବନ ହାରିଛନ୍ତି।
ଏହି ଦୁଃଖଦ ଘଟଣା ଭଦ୍ରକ ଧୁସୁରୀ ଗ୍ରାମରେ ଘଟିଛି। ମାତ୍ର ଦୁଇ ଘଣ୍ଟା ବ୍ୟବଧାନରେ ସମ୍ପର୍କୀୟ ଭଉଣୀ ଆତ୍ମହତ୍ୟା କରିଥିବା ବେଳେ ପୁଅର ମୃତଦେହକୁ ଶବଦାହ କରାଯାଇ ନାହିଁ। କିଛି ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ପରିବାରରେ ବଜ୍ରପାତ ପଡିଛି। ତେବେ ଉଭୟ ଭାଇ ଓ ଭଉଣୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
The post ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ appeared first on Dharitri Odia News.