ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ବର୍ଷିଲେ ଦେବାଶିଷ, କହିଲେ, ଅଳିଆ କିଏ…

ଭୁବନେଶ୍ୱର,୧୯।୮: ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ଚିହିଁକିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷ ଭର୍ତ୍ତୃହରଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି। ଅଳିଆ ସଫା ଉପାଖ୍ୟାନରେ କାହାକୁ ଇଙ୍ଗିତ କରିଛନ୍ତି, ତାଙ୍କ ଦଳରେ ନା ଆମ ଦଳରେ ତାହା ସ୍ପଷ୍ଟ କରନ୍ତୁ। ଦୀର୍ଘ ବର୍ଷ ବିଜେଡିରେ ଥିଲେ, ଯଦି ଅଳିଆ ଥିଲେ ଫୋରମରେ କହିବାର ଥିଲା। ଏବେ ଦଳ ପରିବର୍ତ୍ତନ କରିଥିବାରୁ ଏପରି କଥା କହୁଛନ୍ତି ବୋଲି […] The post ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ବର୍ଷିଲେ ଦେବାଶିଷ, କହିଲେ, ଅଳିଆ କିଏ… appeared first on Dharitri Odia News.

ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ବର୍ଷିଲେ ଦେବାଶିଷ, କହିଲେ, ଅଳିଆ କିଏ…

ଭୁବନେଶ୍ୱର,୧୯।୮: ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ଚିହିଁକିଲେ ଦେବାଶିଷ ସାମନ୍ତରାୟ। ଦେବାଶିଷ ଭର୍ତ୍ତୃହରଙ୍କୁ ଟାର୍ଗେଟ କରି କହିଛନ୍ତି, ଭର୍ତ୍ତୃହରି ସ୍ପଷ୍ଟ କରନ୍ତୁ ଅଳିଆ କିଏ, କେଉଁ ଦଳରେ ଅଳିଆ ଅଛନ୍ତି।

ଅଳିଆ ସଫା ଉପାଖ୍ୟାନରେ କାହାକୁ ଇଙ୍ଗିତ କରିଛନ୍ତି, ତାଙ୍କ ଦଳରେ ନା ଆମ ଦଳରେ ତାହା ସ୍ପଷ୍ଟ କରନ୍ତୁ। ଦୀର୍ଘ ବର୍ଷ ବିଜେଡିରେ ଥିଲେ, ଯଦି ଅଳିଆ ଥିଲେ ଫୋରମରେ କହିବାର ଥିଲା। ଏବେ ଦଳ ପରିବର୍ତ୍ତନ କରିଥିବାରୁ ଏପରି କଥା କହୁଛନ୍ତି ବୋଲି ଦେବାଶିଷ କହିଛନ୍ତି। ସେ ଆହୁରି କହିଛନ୍ତି, କେନ୍ଦ୍ରରେ ତାଙ୍କର, ରାଜ୍ୟରେ ବି ତାଙ୍କ ସରକାର, ଅଳିଆ ସଫା କରାନ୍ତୁ। ସଂସଦରେ ମହାନଦୀ ପ୍ରସଙ୍ଗ ଉଠାନ୍ତୁ, ଏପରି ଅବାନ୍ତର ପ୍ରସଙ୍ଗ ନ ଉଠାନ୍ତୁ।

The post ଭର୍ତ୍ତୃହରିଙ୍କ ଅଳିଆ ସଫା ଉପାଖ୍ୟାନ ନେଇ ବର୍ଷିଲେ ଦେବାଶିଷ, କହିଲେ, ଅଳିଆ କିଏ… appeared first on Dharitri Odia News.