ଭାଇ-ଭଉଣୀଙ୍କ ଉପରେ ମାଡ଼ିଗଲା ହାଇୱା
ଭାଇ-ଭଉଣୀଙ୍କ ଉପରେ ମାଡ଼ିଗଲା ହାଇୱା । କଟକ ମଧୁପାଟଣା ଥାନା ଗୋଶାଳାରେ ସ୍କୁଟିକୁ ଚାପିଦେଲା ହାଇୱା। ଦୁର୍ଘଟଣାରେ ଭାଇ ମୃତ, ଭଉଣୀ ଗୁରୁତର ହୋଇ ଏସସିବି ସ୍ଥାନାନ୍ତର। ଢେଙ୍କାନାଳରୁ କଟକ ଆସୁଥିବା ବେଳେ ପଛପଟୁ ଧକ୍କା ଦେଲା ହାଇୱା #Cuttack
ଭାଇ-ଭଉଣୀଙ୍କ ଉପରେ ମାଡ଼ିଗଲା ହାଇୱା । କଟକ ମଧୁପାଟଣା ଥାନା ଗୋଶାଳାରେ ସ୍କୁଟିକୁ ଚାପିଦେଲା ହାଇୱା। ଦୁର୍ଘଟଣାରେ ଭାଇ ମୃତ, ଭଉଣୀ ଗୁରୁତର ହୋଇ ଏସସିବି ସ୍ଥାନାନ୍ତର। ଢେଙ୍କାନାଳରୁ କଟକ ଆସୁଥିବା ବେଳେ ପଛପଟୁ ଧକ୍କା ଦେଲା ହାଇୱା
#Cuttack