ଭାଜପା ନେତାଙ୍କ ବିସ୍ଫୋରକ ବୟାନ, ବହୁ ବିଜେଡି ନେତା ଅଛନ୍ତି ଯୋଗାଯୋଗରେ…
ଭୁବନେଶ୍ୱର,୫।୮: ଭାଜପା ନେତାଙ୍କର ବିସ୍ଫୋରକ ବୟାନ। ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଏପରି ବଡ଼ ବୟାନ ଦେଇଛନ୍ତି ପାଲଲହଡା ଭାଜପା ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି ଏବଂ ଭାଜପା ରାଜ୍ୟରେ ବଢୁଛି। ବହୁତ ଲୋକ ବିଜେଡି ଛାଡି ଭାଜପାରେ ମିଶିବାକୁ ଚାହୁଁଛନ୍ତି। ଅନେକ ନେତା ଲାଇନରେ ଅଛନ୍ତି। ଯେଉଁ ନେତାମାନଙ୍କୁ ବିଜେଡି […] The post ଭାଜପା ନେତାଙ୍କ ବିସ୍ଫୋରକ ବୟାନ, ବହୁ ବିଜେଡି ନେତା ଅଛନ୍ତି ଯୋଗାଯୋଗରେ… appeared first on Dharitri Odia News.
ଭୁବନେଶ୍ୱର,୫।୮: ଭାଜପା ନେତାଙ୍କର ବିସ୍ଫୋରକ ବୟାନ। ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଏପରି ବଡ଼ ବୟାନ ଦେଇଛନ୍ତି ପାଲଲହଡା ଭାଜପା ବିଧାୟକ ଅଶୋକ ମହାନ୍ତି।
ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି ଏବଂ ଭାଜପା ରାଜ୍ୟରେ ବଢୁଛି। ବହୁତ ଲୋକ ବିଜେଡି ଛାଡି ଭାଜପାରେ ମିଶିବାକୁ ଚାହୁଁଛନ୍ତି। ଅନେକ ନେତା ଲାଇନରେ ଅଛନ୍ତି। ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି, ସେହିଭଳି କିଛି ନେତୃବୃନ୍ଦ ଖୁବ ଶୀଘ୍ର ବିଜେଡି ଛାଡି ଭାଜପାରେ ଯୋଗ ଦେବେ।
The post ଭାଜପା ନେତାଙ୍କ ବିସ୍ଫୋରକ ବୟାନ, ବହୁ ବିଜେଡି ନେତା ଅଛନ୍ତି ଯୋଗାଯୋଗରେ… appeared first on Dharitri Odia News.