ଭାବି ଶାଶୁଙ୍କ ଲାଗି ପ୍ରେମିକାଙ୍କ ପାଖକୁ ଏମିତି ମେସେଜ୍ ଦେଲେ ଜ୍ୱାଇଁ , ପଢ଼ିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଚାଟ୍ ଭାଇରାଲ ହେଉଛି। ସେଥିରୁ କେତେକ ଚାଟ୍ ବେଳେ ବେଳେ ଆଶ୍ଚର୍ଯ୍ୟ କରିଦେବା ସହ କେତେକ ବହୁତ ହସାଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ହ୍ବାଟ୍ସ ଆପ୍ ଚାଟ୍କୁ ଦେଖି ଯେ କେହି ହସିବାକୁ ଲାଗିବେ। ଯଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଏହି ମେସେଜ୍ ଦେଇଛନ୍ତି। ସେ ତାଙ୍କ ପ୍ରେମିକଙ୍କୁ ଲେଖିଛନ୍ତି, ଯେ ତାଙ୍କ ମା’ ତାଙ୍କୁ ପସନ୍ଦ କରିଛନ୍ତି। ଏହା ପରେ ତାଙ୍କ ପ୍ରେମିକ ମଜା କରିବା ଉଦ୍ଦେଶ୍ୟରେ […] The post ଭାବି ଶାଶୁଙ୍କ ଲାଗି ପ୍ରେମିକାଙ୍କ ପାଖକୁ ଏମିତି ମେସେଜ୍ ଦେଲେ ଜ୍ୱାଇଁ , ପଢ଼ିଲେ… appeared first on Dharitri Odia News.
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଚାଟ୍ ଭାଇରାଲ ହେଉଛି। ସେଥିରୁ କେତେକ ଚାଟ୍ ବେଳେ ବେଳେ ଆଶ୍ଚର୍ଯ୍ୟ କରିଦେବା ସହ କେତେକ ବହୁତ ହସାଇଥାଏ। ବର୍ତ୍ତମାନ ଭାଇରାଲ ହେଉଥିବା ହ୍ବାଟ୍ସ ଆପ୍ ଚାଟ୍କୁ ଦେଖି ଯେ କେହି ହସିବାକୁ ଲାଗିବେ।
ଯଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଏହି ମେସେଜ୍ ଦେଇଛନ୍ତି। ସେ ତାଙ୍କ ପ୍ରେମିକଙ୍କୁ ଲେଖିଛନ୍ତି, ଯେ ତାଙ୍କ ମା’ ତାଙ୍କୁ ପସନ୍ଦ କରିଛନ୍ତି। ଏହା ପରେ ତାଙ୍କ ପ୍ରେମିକ ମଜା କରିବା ଉଦ୍ଦେଶ୍ୟରେ ଲେଖିଛନ୍ତି, ଆଣ୍ଟିକୁ ମନା କରିଦେବ ରିୟା, ମୁଁ କେବଳ ତୁମକୁ ବିବାହ କରିବି।
ଏହି ଚାଟ୍ର ହ୍ବାଟ୍ସ ଆପ୍ ସ୍କ୍ରିନ୍ଶଟ୍ ଭାଇରାଲ ହେଉଛି। ଯାହା ବର୍ତ୍ତମାନ ଚର୍ଚ୍ଚା ବିଷୟ ପାଲଟିଛି। ଏହି ସ୍କ୍ରିନଶଟ ଏକ୍ସରେ @D4 ଡ୍ରାମାଟିକ୍ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିଲା। ଯାହାର କ୍ୟପ୍ଶନ୍ରେ ଲେଖାଯାଇଛି, ରାହୁଲ ତାଙ୍କ ପ୍ରତିଜ୍ଞା କେବେ ଭାଙ୍ଗିବେ ନାହିଁ। ଏହି ଚାଟ୍କୁ ଅନେକ ପସନ୍ଦ କରିଥିବା ବେଳେ ଅନେକ କମେଣ୍ଟ କରିଛନ୍ତି।
Rahul never gonna break his promise pic.twitter.com/fyc6nvDDdO
— Darshannn (@D4Dramatic) February 11, 2024
The post ଭାବି ଶାଶୁଙ୍କ ଲାଗି ପ୍ରେମିକାଙ୍କ ପାଖକୁ ଏମିତି ମେସେଜ୍ ଦେଲେ ଜ୍ୱାଇଁ , ପଢ଼ିଲେ… appeared first on Dharitri Odia News.