‘ଭାରତ ପାଇଁ ଏହା ମୋର ଶେଷ ଟି୨୦’: ବିଶ୍ୱକପ ଜିତିବା ପରେ ଅବସର ଘୋଷଣା ବିରାଟ କୋହଲୀ
ନୂଆଦିଲ୍ଲୀ, ୨୯।୬: ବାରବାଡୋସରେ ଅନୁଷ୍ଠିତଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲୀ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ […] The post ‘ଭାରତ ପାଇଁ ଏହା ମୋର ଶେଷ ଟି୨୦’: ବିଶ୍ୱକପ ଜିତିବା ପରେ ଅବସର ଘୋଷଣା ବିରାଟ କୋହଲୀ appeared first on Dharitri Odia News.
ନୂଆଦିଲ୍ଲୀ, ୨୯।୬: ବାରବାଡୋସରେ ଅନୁଷ୍ଠିତଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅନ୍ତର୍ଜାତୀୟ କ୍ରିକେଟରେ ଖେଳର ସବୁଠାରୁ ଛୋଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲୀ।
ଭାରତୀୟ ଦଳ ଦୁଇଥର (୧୯୮୩, ୨୦୧୧) ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ସେହିଭଳି ଦୁଇଥର (୨୦୦୭, ୨୦୨୪) ଟି ୨୦ ବିଶ୍ୱକପ୍ ଟାଇଟଲ୍ ଜିତିଛି। ଦଳ ଶେଷ ଥର ପାଇଁ ୨୦୧୧ ରେ ଦିନିକିଆ ବିଶ୍ୱକପ ଜିତିଥିଲା । ବର୍ତ୍ତମାନ ୧୩ ବର୍ଷ ପରେ କୌଣସି ବିଶ୍ୱକପ୍ (ଟି -୨୦ ରେ) ଟାଇଟଲ୍ ଜିତିଛି।
The post ‘ଭାରତ ପାଇଁ ଏହା ମୋର ଶେଷ ଟି୨୦’: ବିଶ୍ୱକପ ଜିତିବା ପରେ ଅବସର ଘୋଷଣା ବିରାଟ କୋହଲୀ appeared first on Dharitri Odia News.