ଭାରତ-ପାକିସ୍ତାନ ଉତ୍ତେଜନା: ୫ ରାଜ୍ୟର ୨୭ ବିମାନବନ୍ଦର ବନ୍ଦ
ନୂଆଦିଲ୍ଲୀ: ଦେଶର ୨୭ ବିମାନବନ୍ଦର ବନ୍ଦ। ଜାମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ୨୭ ବିମାନବନ୍ଦର ବନ୍ଦ... The post ଭାରତ-ପାକିସ୍ତାନ ଉତ୍ତେଜନା: ୫ ରାଜ୍ୟର ୨୭ ବିମାନବନ୍ଦର ବନ୍ଦ appeared first on .
ନୂଆଦିଲ୍ଲୀ: ଦେଶର ୨୭ ବିମାନବନ୍ଦର ବନ୍ଦ। ଜାମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ୨୭ ବିମାନବନ୍ଦର ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ପାକିସ୍ତାନ ସହିତ ଉତ୍ତେଜନାକୁ ଦେଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ସବୁ ଏୟାରପୋର୍ଟକୁ ବନ୍ଦ କରାଯାଇଛି। ସେଗୁଡ଼ିକ ହେଲା ଲେହ, ଥୋଇସେ, ଶ୍ରୀନଗର, ଜାମ୍ମୁ, ଅମୃତସର, ପଠାନକୋଟ,ଚଣ୍ଡିଗଡ଼, ଯୋଧପୁର, ଜୈସଲମେର, ଜାମନଗର, ଭଟିଣ୍ଡା,ଭୁଜ, ଧର୍ମଶାଳା, ସିମଳା, ରାଜକୋଟ, ପୋରବନ୍ଦର ବିମାନବନ୍ଦର। ସାଧାରଣ ଲୋକଙ୍କ ଯାତାୟତ ପାଇଁ ଏହି ସବୁ ଏୟାରପୋର୍ଟ ବନ୍ଦ ରହିବ।
The post ଭାରତ-ପାକିସ୍ତାନ ଉତ୍ତେଜନା: ୫ ରାଜ୍ୟର ୨୭ ବିମାନବନ୍ଦର ବନ୍ଦ appeared first on .