ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା

ନୂଆଦିଲ୍ଲୀ,୭।୨: ୨୦୨୪ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ କ୍ରିକେଟ ଦଳ ଅପରାଜିତ ଥିବାବେଳେ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇପାରେ। ଯଦି ଏହା ଘଟେ, ତେବେ ୧୮ ବର୍ଷ ପରେ ଟାଇଟଲ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହେବ। ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚ ଜିତିଥିଲା। ଭାରତୀୟ […] The post ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା appeared first on Dharitri Odia News.

ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା

ନୂଆଦିଲ୍ଲୀ,୭।୨: ୨୦୨୪ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତୀୟ କ୍ରିକେଟ ଦଳ ଅପରାଜିତ ଥିବାବେଳେ ଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇପାରେ। ଯଦି ଏହା ଘଟେ, ତେବେ ୧୮ ବର୍ଷ ପରେ ଟାଇଟଲ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ ହେବ।

ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ରୋମାଞ୍ଚକର ମ୍ୟାଚ ଜିତିଥିଲା। ଭାରତୀୟ ୧୯ ବର୍ଷରୁ କମ୍‌ ବିଶ୍ୱକପ ବର୍ତ୍ତମାନ ଫାଇନାଲରେ ପ୍ରବେଶ କରିଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଯଦି ପାକିସ୍ତାନ ଦଳ ଏହି ମ୍ୟାଚ ଜିତେ, ତେବେ ଫାଇନାଲରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମୁକାବିଲା ହୋଇପାରେ।

The post ଭାରତ-ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ, ୧୮ ବର୍ଷ ପରେ ଟାଇଟଲ ପାଇଁ ହୋଇପାରେ କଡ଼ା ମୁକାବିଲା appeared first on Dharitri Odia News.