ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା

ଗୁଆହାଟୀ,୨୩।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ହୋଇଛି। ପ୍ରଶାସନ କହିଛି ଯେ, ସହରରେ ଯାତ୍ରା ଅନୁମତି ଦିଆଯାଇନଥିବାବେଳେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସହର ଭିତରେ ଚାଲିଥିଲା। ଏହି କାରଣରୁ ପରେ ପୋଲିସ ବ୍ୟାରିକେଡ ଲଗାଇଥିଲା। […] The post ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା appeared first on Dharitri Odia News.

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା

ଗୁଆହାଟୀ,୨୩।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଏକ ବଡ଼ ଧରଣର ସଂଘର୍ଷ ହୋଇଛି।

ପ୍ରଶାସନ କହିଛି ଯେ, ସହରରେ ଯାତ୍ରା ଅନୁମତି ଦିଆଯାଇନଥିବାବେଳେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସହର ଭିତରେ ଚାଲିଥିଲା। ଏହି କାରଣରୁ ପରେ ପୋଲିସ ବ୍ୟାରିକେଡ ଲଗାଇଥିଲା। ଯାହାକୁ ନେଇ କଂଗ୍ରେସ କର୍ମୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ।

The post ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା appeared first on Dharitri Odia News.