ଭାରତର ଝିଅ ହୋଇ ପାକିସ୍ତାନର ଗୁଇନ୍ଦାଗିରି
ଭାରତର ଝିଅ ହୋଇ ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କ ବିରୁଦ୍ଧରେ ସାମ୍ନାକୁ ଆସୁଛି ଗୋଟିଏ ପରୋ ଗୋଟିଏ ସତ। ଜ୍ୟୋତି କେବଳ ଦେଶ ସହ ଗରଦାରୀ କରିନାହାନ୍ତି, ବରଂ ଜନ୍ମ କଲା ବାପାଙ୍କୁ ବି ଠକିଛନ୍ତି। ବାପାଙ୍କୁ ମିଛ ସତ କହି ପାକିସ୍ତାନ ଯାଉଥିଲେ, ସେଠାରେ...