ଭାରତର ଡିଡିଟାଲ୍ ଷ୍ଟ୍ରାଇକ୍; ଭାରତରେ ବ୍ୟାନ୍ ହେଲା ପାକିସ୍ତାନ ୟୁଟୁବ୍ ଚ୍ୟାନେଲ
ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ଘଟଣା । ଭାରତରେ ପାକିସ୍ତାନ ୟୁଟୁବ୍ ଚ୍ୟାନେଲ ବ୍ୟାନ୍। ୧୬ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କଲେ ଭାରତ ସରକାର। ଶୋଏବ ଅଖତର, ଆର୍ଜୁ କାଜ୍ମୀ, ସୟଦ ମୁଜାମ୍ମିଲ ଶାହ ଭଳି ଚ୍ୟାନେଲ ବ୍ୟାନ କରାଯାଇଛି। ସମା ଟିଭି, ଏରି ନ୍ୟୁଜ୍, ଜିଇଓ ନ୍ୟୁଜ୍, ଡନ୍ ନ୍ୟୁଜ୍ ଚାନେଲ ବ୍ୟାନ୍ କରାଯାଇଛି। ମିଥ୍ୟା ଖବର ପ୍ରସାରଣ କରିବା ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।