ଭାରତର ବାଜିମାତ୍, ସବୁଠି ସେଲିବ୍ରେଶନ୍
#ସବୁଠି_ସେଲିବ୍ରେଶନ୍ ଟିମ୍ ଇଣ୍ଡିଆର ବିରାଟ ବିଜୟ ପରେ ସବୁଠି ସେଲିବ୍ରେଶନ୍। ଦୁବାଇ ମାଟିରେ ପାକିସ୍ତାନକୁ ଧୂଳି ଚଟାଇଲା ରୋହିତ ବାହିନୀ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ସହ ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ। ଶତକ
#ସବୁଠି_ସେଲିବ୍ରେଶନ୍
ଟିମ୍ ଇଣ୍ଡିଆର ବିରାଟ ବିଜୟ ପରେ ସବୁଠି ସେଲିବ୍ରେଶନ୍। ଦୁବାଇ ମାଟିରେ ପାକିସ୍ତାନକୁ ଧୂଳି ଚଟାଇଲା ରୋହିତ ବାହିନୀ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ ସହ ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ। ଶତକ