ଭାରତରେ କୋଭିଡ଼ ସାଇରନ୍

ମାଡ଼ି ଆସୁଛି କରୋନା ଲହର। ପ୍ରତିଦିନ ଦେଶରେ ହୁହୁ ହୋଇ ବଢୁଛି ମାମଲା। କେରଳ ପାଲଟିଲାଣି କରୋନାର ହଟସ୍ପଟ୍। ସପ୍ତାହକ ମଧ୍ୟରେ ଦେଶରେ ୨୫୭ ଜଣ ସକ୍ରିୟ ରୋଗୀ ଚିହ୍ନଟ ।

ଭାରତରେ କୋଭିଡ଼ ସାଇରନ୍
Array