ଭାରତରେ ପହଁଚିଲେ ଜେଡି ଭାନ୍ସ,, ଭେଟିବେ ମୋଦିଙ୍କୁ ! US Vice President JD Vance Arrives In Delhi.

ଭାରତରେ ପହଁଚିଲେ ଜେଡି ଭାନ୍ସ,, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ନୂଆଦିଲ୍ଲୀରୁ ସେ ଜୟପୁର ଏବଂ ଆଗ୍ରା ମଧ୍ୟ ଯିବେ। ଜେଡି ଭାନ୍ସ ତାଙ୍କ ପରିବାର ସହିତ ୧୮ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଇଟାଲୀ ଏବଂ ଭାରତ ଗସ୍ତରେ ରହିବେ।