ଭାରତରେ ପହଞ୍ଚିବା ପରେ ଅଲଗା ମୁଡରେ ନଜର ଆସିଲେ ଖେଳାଳି, ନାଚିଲେ ରୋହିତ୍, ଭାବୁକ ହେଲେ ବିରାଟ
ନୂଆଦିଲ୍ଲୀ ୦୪/୦୭: ଟି-20 ବିଶ୍ୱକପ ଜିତିବା ପରେ ଭାରତୀୟ ଦଳ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀର ଭାରତୀୟ ଖେଳାଳିଙ୍କୁ ପ୍ରଶଂସକମାନେ ଭବ୍ୟ ସ୍ୱାଗତ କରିଛନ୍ତି । ଆଜି ଭାରତୀୟ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଭାରତୀୟ ଖେଳାଳିମାନେ ମୁମ୍ବାଇ ଯିବେ, ଯେଉଁଠାରେ ବିଜୟ ପରେଡ ନିଆଯିବ। ଏହା ପରେ ବିସିସିଆଇ ସମସ୍ତ ଖେଳାଳିଙ୍କୁ ପୁରସ୍କାର ବଣ୍ଟନ କରିବ । ତେବେ ଏହିରି ଭିତରେ ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ସମସ୍ତ ଖେଳାଳି ବିମାନ ଭିତରେ ମଜା କରୁଥିବା ଦେଖାଯାଉଛି । ଭିଡିଓରେ ରୋହିତ ନାଚୁଥିବାବେଳେ ଏବଂ ପନ୍ତ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି । Captain Rohit Sharma dance after arriving in delhi.Team India arrived in Delhi with the T20 World Cup 2024 trophy.#DelhiAirport#T20WorldCup #IndianCricketTeam #RohitSharma???? @BCCI pic.twitter.com/DwRmIDqPIz— Indrajeet chaubey (@indrajeet8080) July 4, 2024ତେବେ କିଙ୍ଗ କୋହଲି ଟ୍ରଫି ଦେଖିବା ପରେ ଭାବପ୍ରବଣ ହୋଇଥିବାର ନଜର ଆସିଛନ୍ତି । ସେହିଭଳି ପେସର ମହମ୍ମଦ ସିରାଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ଖେଳାଳି ଭଙ୍ଗୀକୁ ଜୋରଦାର ପ୍ରଦର୍ଶନ କରିଥିଲେ । ପ୍ରଶଂସକମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି । ସମସ୍ତ ଖେଳା
ନୂଆଦିଲ୍ଲୀ ୦୪/୦୭: ଟି-20 ବିଶ୍ୱକପ ଜିତିବା ପରେ ଭାରତୀୟ ଦଳ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀର ଭାରତୀୟ ଖେଳାଳିଙ୍କୁ ପ୍ରଶଂସକମାନେ ଭବ୍ୟ ସ୍ୱାଗତ କରିଛନ୍ତି । ଆଜି ଭାରତୀୟ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଭାରତୀୟ ଖେଳାଳିମାନେ ମୁମ୍ବାଇ ଯିବେ, ଯେଉଁଠାରେ ବିଜୟ ପରେଡ ନିଆଯିବ।
ଏହା ପରେ ବିସିସିଆଇ ସମସ୍ତ ଖେଳାଳିଙ୍କୁ ପୁରସ୍କାର ବଣ୍ଟନ କରିବ । ତେବେ ଏହିରି ଭିତରେ ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ସମସ୍ତ ଖେଳାଳି ବିମାନ ଭିତରେ ମଜା କରୁଥିବା ଦେଖାଯାଉଛି । ଭିଡିଓରେ ରୋହିତ ନାଚୁଥିବାବେଳେ ଏବଂ ପନ୍ତ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି ।
Captain Rohit Sharma dance after arriving in delhi.
Team India arrived in Delhi with the T20 World Cup 2024 trophy.#DelhiAirport#T20WorldCup #IndianCricketTeam #RohitSharma???? @BCCI pic.twitter.com/DwRmIDqPIz— Indrajeet chaubey (@indrajeet8080) July 4, 2024
ତେବେ କିଙ୍ଗ କୋହଲି ଟ୍ରଫି ଦେଖିବା ପରେ ଭାବପ୍ରବଣ ହୋଇଥିବାର ନଜର ଆସିଛନ୍ତି । ସେହିଭଳି ପେସର ମହମ୍ମଦ ସିରାଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ଖେଳାଳି ଭଙ୍ଗୀକୁ ଜୋରଦାର ପ୍ରଦର୍ଶନ କରିଥିଲେ । ପ୍ରଶଂସକମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି । ସମସ୍ତ ଖେଳାଳିଙ୍କ ପ୍ରତିକ୍ରିୟା ଭିଡିଓରେ ଦର୍ଶାଯାଇଛି । କହିବାକୁ ଗଲେ ହୋଟେଲରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ନାଚିଲେ।
Travelling with the prestigious ???? on the way back home! ????
???? WATCH: #TeamIndia were in excellent company during their memorable travel day ✈️???? - By @RajalArora #T20WorldCup pic.twitter.com/0ivb9m9Zp1— BCCI (@BCCI) July 4, 2024
ଖେଳାଳିମାନଙ୍କୁ ସ୍ୱାଗତ କରିବା ପାଇଁ ହୋଟେଲ ଗେଟରେ ଡ୍ରମ୍ ଏବଂ ସମସ୍ତ ଜିନିଷ ଉପସ୍ଥିତ ଥିଲା । ଡ୍ରମ୍ ଦେଖି ସୂର୍ଯ୍ୟକୁମାର ଯାଦବ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଡ୍ରାମର ସ୍ୱରରେ ସୂର୍ଯ୍ୟ ଜୋରରେ ନାଚିଥିଲେ । ତେବେ ଏମାନଙ୍କ ଭିତରେ ଛାଇଯାଇଥିଲେ କ୍ୟାପଟେନ୍ ରୋହିତ ଶର୍ମା । ନିଜକୁ କଣ୍ଟ୍ରୋଲ କରିନପାରି ଭାଙ୍ଗଡା ନାଚିଥିଲେ । ଡ୍ରମ ବଜାଉଥିବା ଲୋକଙ୍କ ସହ ମିଶି ନାଚିଥିଲେ ସୂର୍ଯ୍ୟ ଓ ରୋହିତ ।