ଭାରତୀୟ ଲୁକ୍‌ରେ ଆମେରିକାନ୍ କଳାକାର କିମ୍‌ କର୍ଦାଶିଆନ୍; ଦେଖନ୍ତୁ ତାଙ୍କର କିଛି ଆକର୍ଷଣୀୟ ଫଟୋ

ମୁମ୍ବାଇରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମାରୋହରେ ରିଏଲିଟି ଟିଭି ତାରକା ତଥା ବିଲେନିୟର୍ କିମ୍‌ କର୍ଦାଶିଆନ୍ ଏବଂ ତାଙ୍କ ଭଉଣୀ ଖ୍ଲୋଏ କର୍ଦାଶିଆନ୍ ଯୋଗଦେଇ ଖୁବ ଉପଭୋଗ କରିଥିଲେ। ଏହି ସମୟରେ କିମ୍‌ଙ୍କୁ ଭାରତୀୟ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେ ନାକ ନୋଥ ପିନ୍ଧିଥିବା ଏବଂ ମଥାମଣି ଏବଂ ଟିକା ପିନ୍ଧିଥିବାର ନଜର ଆସିଥିଲେ। ବର୍ତ୍ତମାନ କିମ୍ ଅନନ୍ତ ଏବଂ ରାଧିକାଙ୍କ ବିବାହରୁ ତାଙ୍କର କିଛି ସୁନ୍ଦର ଚିତ୍ର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।